ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଉତ୍ତରପ୍ରଦେଶ ମୀର୍ଜାପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଫଳରେ ୪ ଶିଶୁଙ୍କ ସମେତ ୧୧ ଜଣଙ୍କର ଚାଲିଯାଇଛି ଜୀବନ। ଘାଟି ରାସ୍ତାରେ ବ୍ରେକ୍ ବିଫଳତା ଯୋଗୁଁ ଏକାଧିକ ଗାଡି ଉପରେ ମାଡିଯାଇଥିଲା ଟ୍ରକ୍ । ଆଉ ଏଇ ଟ୍ରକ୍ ଏକ ବୋଲେରୋ ସହ ଧକ୍କା ହୋଇ ଜଳିଯାଇଛି ସମ୍ପୂର୍ଣ୍ ।
What's Your Reaction?