ବଜେଟ ଘୋଷଣା ପରେ କମିଲା ସୁନାଦର

Jul 24, 2024 - 14:13
 0  2
ବଜେଟ ଘୋଷଣା ପରେ କମିଲା ସୁନାଦର

କେନ୍ଦ୍ର ବଜେଟ ଘୋଷଣା ପରେ ୧୦ ଗ୍ରାମ ପ୍ରତି ପ୍ରାୟ ୪ ହଜାର ଟଙ୍କା ହ୍ରାସ ପାଇଛି  ସୁନା ମୂଲ୍ୟ। ରୂପା ମୂଲ୍ୟରେ ମଧ୍ଯ ହ୍ରାସ ପାଇଛି ପ୍ରାୟ ୪ ହଜାର ଟଙ୍କା । କଷ୍ଟମ ଡ୍ୟୁଟି କମାଇବା ପରେ ହ୍ରାସ ପାଇଛି ଦର ।  ଆଜି ଭାରତରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୪,୯୪୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରହିଛି ୭୦,୮୫୦ ଟଙ୍କା । ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ।ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ରହିଛି ୭୦,୮୫୦ ଟଙ୍କା । 

What's Your Reaction?

like

dislike

love

funny

angry

sad

wow