ବଢ଼ୁଛି କମଲା ହାରିସଙ୍କ ସମର୍ଥକଙ୍କ ସଂଖ୍ୟା
![ବଢ଼ୁଛି କମଲା ହାରିସଙ୍କ ସମର୍ଥକଙ୍କ ସଂଖ୍ୟା](https://kalingascroll.in/uploads/images/202407/image_870x_66a0c0754de14.jpg)
ବଢ଼ୁଛି କମଲା ହାରିସଙ୍କ ସମର୍ଥକଙ୍କ ସଂଖ୍ୟା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥିତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ପ୍ରତି ବଢ଼ି ଚାଲିଛି ସମର୍ଥନ । ସେପଟେ ବହୁ ପଛରେ ପଡି ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ।ସେହିପରି ପୂର୍ବତନ ଗୃହ ବାଚସ୍ପତି ନାନ୍ସି ପେଲୋସି ମଧ୍ୟ ହାରିସଙ୍କୁ ଜଣାଇଛନ୍ତି ସମର୍ଥନ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)