ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ

Jul 24, 2024 - 16:03
 0  3
ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ

ନେପାଳର କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋରିଆ ଏୟାରଲାଇନ୍ସର ଏକ ବିମାନ ହୋଇଛି ଦୁର୍ଘଟଣାଗ୍ରସ୍ତ । ଏହି ବିମାନରେ ୧୯ ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଛି ନିଶ୍ଚିତ । ଏଥିସହିତ  ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି  ବିମାନର ପାଇଲଟ ।ତେବେ ବିମାନଟି ପୋଖରା ଅଭିମୁଖେ ଉଡାଣ ଭରିଥିବାବେଳେ ଦୁର୍ଘଟଣା ଘଟିଥିବା ମିଳିଛି ସୂଚନା ।  

What's Your Reaction?

like

dislike

love

funny

angry

sad

wow