ଏନ୍‌କାଉଣ୍ଟର ୩ ଖଲିସ୍ତାନୀ ଆତଙ୍କୀ ନିପାତ

Dec 23, 2024 - 12:04
 0  5
ଏନ୍‌କାଉଣ୍ଟର ୩ ଖଲିସ୍ତାନୀ  ଆତଙ୍କୀ ନିପାତ

ଉତ୍ତର ପ୍ରଦେଶର ପିଲିଭିତ୍‌ରେ ହୋଇଛି ବଡ଼ ଧରଣ ଏନକାଉଣ୍ଟର।ଏଥିରେ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ମିଳିଛି ସୂଚନା। ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।ଉତ୍ତରପ୍ରଦେଶ ଓ ପଞ୍ଜାବ ପୋଲିସର ମିଳିତ ଅଭିଯାନରେ ହୋଇଥିଲା ଏନକାଉଣ୍ଟର। ଏହି ୩ ଆତଙ୍କୀ ପଞ୍ଜାବର ଏକ ଥାନା ଉପରେ କରିଥିଲେ ଆକ୍ରମଣ। 

What's Your Reaction?

like

dislike

love

funny

angry

sad

wow