ଓଡିଶାରେ ବସିବ ଆଉ ୩ ନୂଆ ଡପଲାର ରାଡାର୍

Dec 23, 2024 - 17:30
 0  5
ଓଡିଶାରେ ବସିବ ଆଉ ୩ ନୂଆ ଡପଲାର ରାଡାର୍

ଓଡିଶାର  ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ଆଉ ୩ ନୂଆ ଡପଲାର ରାଡାର୍। ଭୁବନେଶ୍ୱର ପାଇଁ ବସିବ ସ୍ଵତନ୍ତ୍ର ରାଡାର, ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ଏବଂ ବାୟୁ ଗୁଣବତ୍ତା ନେଇ  ଯୋଗାଇଦେବ ସଠିକ୍ ତଥ୍ୟ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର ଲଗାଇବା ପାଇଁ ରଖାଯାଛି ଲକ୍ଷ। ବର୍ତ୍ତମାନ କାମ କରୁଛି ୭୩ ଟି ରାଡାର  ।

What's Your Reaction?

like

dislike

love

funny

angry

sad

wow