ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

Dec 24, 2024 - 12:15
 0  4
ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ ।ବଢୁଥିବା କୁକୁରଙ୍କ ସଂଖ୍ୟା ପାଇଁ ଉପୁଜୁଛି ବିଭିନ୍ନ ପ୍ରକାର ସମସ୍ୟା ।ଏଥିପାଇଁ ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ  ଆରମ୍ଭ ହେବ ବୋଲି ଭୂବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଆଯାଇଛି ପଦକ୍ଷେପ ।ତେବେ ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଥିବା ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଅନ୍ୟପଟେ ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ରାଗିଛନ୍ତି ମେୟର। ସେ କହିଛନ୍ତି ଯେ, ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ ।  ବିନା ପଞ୍ଜୀକରଣରେ କେହି କରିପାରିବେନି ଦୋକାନ।

What's Your Reaction?

like

dislike

love

funny

angry

sad

wow