ଓଡିଶାରେ ୫୦ ଟପିଲା କରୋନା ରୋଗୀଙ୍କ ସଂଖ୍ୟା
The number of COVID-19 cases in Odisha has crossed 50. On Monday, 7 new COVID-19 patients were identified, according to Director of Public Health Dr. Nilakantha Mishra. With this, the total number of COVID-19 patients in the state this year has reached 56. On the same day, 5 patients recovered, bringing the total recoveries to 20. As a result, there are currently 36 active COVID-19 cases in the state. The Health Director has advised people to stay at home if they exhibit symptoms similar to COVID-19 or the flu. Though the new strain is reportedly not more dangerous, he still urged the public to remain cautious.

ଓଡିଶାରେ ୫୦ ଟପିଲା କରୋନା ରୋଗୀଙ୍କ ସଂଖ୍ୟା । ସୋମବାର ଆଉ ୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏଥିସହ ଚଳିତ ବର୍ଷ ରାଜ୍ୟରେ ୫୬ରେ ପହଞ୍ଚିଛି ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା । ସେହିପରି ସୋମବାର ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହୋଇଥିବା ମିଳିଛି ସୂଚନା। ଫଳରେ ରାଜ୍ୟରେ ଏବେ ଅଛନ୍ତି ୩୬ଜଣ ସକ୍ରିୟ କୋଭିଡ ରୋଗୀ । କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନୂତନ ଷ୍ଟ୍ରେନ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।
What's Your Reaction?






