ରାଜା ରଘୁବଂଶୀ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ସୋନମଙ୍କ ବାପା

The entire nation has been shocked by the murder case of Raja Raghubanshi in Indore. New revelations are surfacing each day regarding the incident. After misleading the police for 17 days and hiding from one state to another, the accused, Sonam Raghubanshi, has finally been arrested. Why did she kill her husband Raja? Who did she conspire with? How was the murder plot planned? After her arrest, the accused revealed all the details before the police. Meanwhile, after her daughter’s arrest, Sonam’s father has also spoken out. He claimed, “My daughter is innocent; she has done nothing wrong.” He added that the marriage had taken place with the consent of both families and has demanded a CBI investigation into the matter.

Jun 10, 2025 - 12:55
 0  1
ରାଜା ରଘୁବଂଶୀ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ସୋନମଙ୍କ ବାପା

ସାରା ଦେଶକୁ ସ୍ତବ୍ଧ କରିଦେଇଛି ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ।ପ୍ରତିଦିନ ସାମ୍ନାକୁ ଆସୁଛି ଏହି ଘଟଣାର ନୂଆ ନୂଆ ତଥ୍ୟ  । ପୁଲିସକୁ ୧୭ଦିନ ଧରି ଭୂଆଁ ବୁଲାଇ ଏ ରାଜ୍ୟରୁ ସେ ରାଜ୍ୟକୁ ଲୁଚି ବୁଲୁଥିବା ଅଭିଯୁକ୍ତ ସୋନମ ରଘୁବଂଶୀ ଶେଷରେ ପୁଲିସ ହାତରେ ହୋଇଛି ଗିରଫ।  ସ୍ବାମୀ ରାଜାଙ୍କୁ କାହିଁକି ମାରିଲା? କାହା ସହ ମିଶି ମାରିଲା ? କେମିତି ରଚିଥିଲା ହତ୍ୟା ଷଡ୍‌ଯନ୍ତ୍ର ? ଗିରଫ ପରେ ଏନେଇ ଟିକିନିଖି ସବୁ କଥା ପୁଲିସ ଆଗରେ କହିଛି ଅଭିଯୁକ୍ତ । ସେପଟେ ଝିଅ ପୁଲିସ ହାତରେ ଧରା ପଡ଼ିବା ପରେ ମୁହଁ ଖୋଲିଛନ୍ତି ସୋନମଙ୍କ ବାପା । ସେ କହିଛନ୍ତି ଯେ,ମୋ ଝିଅର କିଛି ଭୁଲ ନାହିଁ, ସେ ନିର୍ଦ୍ଦୋଷ ।ଦୁଇ ପରିବାର ସହମତିରେ ହୋଇଥିଲା  ଦୁହିଁଙ୍କ ବିବାହ ।  ଏହି ଘଟଣାର ହେଉ ସିବିଆଇ ତଦନ୍ତ । 

What's Your Reaction?

like

dislike

love

funny

angry

sad

wow