ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ସମୟ

For the third time, SpaceX's Axiom-4 mission has been postponed. Due to bad weather, Subhanshu Shukla's space journey has been delayed by one day. The launch was scheduled for today. The next launch attempt is now scheduled for June 11 at around 5:30 PM. Subhanshu Shukla is a Group Captain in the Indian Air Force. He is set to travel to space along with three other crew members.

Jun 10, 2025 - 12:44
 0  1
ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ସମୟ

ତୃତୀୟ ଥର ପାଇଁ ଘୁଞ୍ଚିଲା ସ୍ପେଶ୍‌ ଏକ୍ସର ଅକ୍ସିଅମ୍‌-୪ ଅଭିଯାନ। ଖରାପ ପାଗ ଯୋଗୁଁ ଗୋଟିଏ ଦିନ ପାଇଁ ଘୁଞ୍ଚିଛି ଶୁଭାଂଶୁ ଶୁକ୍ଳାଙ୍କ ମହକାଶ ଯାତ୍ରା । ଆଜି ହେବାକୁ ଥିଲା ଉଡାଣ କାର୍ଯ୍ୟକ୍ରମ। ଜୁନ୍ ୧୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଧାର୍ଯ୍ୟ କରାଯାଇଛି ପରବର୍ତ୍ତୀ ଉଡ଼ାଣ  । ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍ଟେନ୍‌ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଶୁଭାଂଶୁ ଅନ୍ୟ ୩ କ୍ରୁ ମେମ୍ବରଙ୍କ ସହ ମହାକାଶ ଯାତ୍ରାରେ ଯିବାକୁ ଅଛନ୍ତି ପ୍ରସ୍ତୁତ ।

What's Your Reaction?

like

dislike

love

funny

angry

sad

wow