କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା

Oct 5, 2024 - 12:57
 0  5
କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା

ଏଥର କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ବ୍ୟବହାର କରାଯାଇପାରିବ ରଙ୍ଗୀନ ବାଣ। ଏନେଇ କଟକ ମହାନଗର ନିଗମ ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟଳୟ। ଏନେଇ ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ଦିଆଯାଇଛି ପ୍ରସ୍ତାବ। ସେହିପରି ଅକ୍ଟୋବର ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବା ସହିତ ଟ୍ରାଫିକ୍‌ ପରିଚାଳନା ପାଇ ଡିସିପିଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟଳୟ।

What's Your Reaction?

like

dislike

love

funny

angry

sad

wow