କବିତାଙ୍କୁ ମିଳିଲା ଜାମିନ

Aug 27, 2024 - 15:19
 0  1
କବିତାଙ୍କୁ ମିଳିଲା ଜାମିନ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ପଞ୍ଜୀକୃତ ମାମଲାରେ ତାଙ୍କୁ ମିଳିଛି ଜାମିନ । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତକହିଛନ୍ତି ଯେ ,ସେ ୫ମାସ କାରାଗାରରେ ଅଛନ୍ତି। ସାକ୍ଷୀଙ୍କ ଲମ୍ବା ତାଲିକା ଏବଂ ଅନେକ ଦଲିଲ ଯୋଗୁଁ ନିମ୍ନ ଅଦାଲତରେ ଶୁଣାଣି ପାଇଁ ଲାଗିବ ସମୟ । ସେହିପରି ଏହା ମାମଲା ସତ୍ୟପାଠକୁ ଯାଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି କରିଛନ୍ତି ସର୍ବୋଚ୍ଚ ଅଦାଲତ।

What's Your Reaction?

like

dislike

love

funny

angry

sad

wow