କାଲିଠୁ ଟିଟ୍ୱେଣ୍ଟି ମହାସମର

ଆସନ୍ତାକାଲିଠାରୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଭାରତୀୟ ଦଳ । ଜୁନ୍ ପହିଲାରେ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ । ଅଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଜୁନ ୫ରେ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ ଭାରତ । ସେହିପରି ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।
What's Your Reaction?






