କୁଏତ ଅଗ୍ନିକାଣ୍ଡ ଘଟଣା:ପୀଡ଼ିତଙ୍କ ପରିବାରକୁ ୧୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ କୁଏତ ସରକାର

Jun 19, 2024 - 13:37
 0  2
କୁଏତ ଅଗ୍ନିକାଣ୍ଡ ଘଟଣା:ପୀଡ଼ିତଙ୍କ ପରିବାରକୁ ୧୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ କୁଏତ ସରକାର

କୁଏତ ଅଗ୍ନିକାଣ୍ଡ ଘଟଣାରେ ପୀଡ଼ିତଙ୍କ ପରିବାରକୁ ୧୫,୦୦୦ ଡଲାର ତଥା ୧୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ କୁଏତ ସରକାର।  ଜୁନ ୧୨ ରେ ମଙ୍ଗଫ ସହରର ଏକ ସାତ ମହଲା କୋଠାରେ ଘଟିଥିଲା ଏକ ବଡ଼ ଧରଣର ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡରେ ୫୦ ଜଣଙ୍କର ହୋଇଥିଲା ମୃତ୍ୟୁ,ଯେଉଁଥିରେ ଥିଲେ ୪୬ଜଣ ଭାରତୀୟ । କୋଠାର ତଳ ମହଲାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ କୋଠରୀରେ ଏକ ବୈଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ଘଟିଥିଲା ଏହି ଅଗ୍ନିକାଣ୍ଡ ।

What's Your Reaction?

like

dislike

love

funny

angry

sad

wow