କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ । ଜୁନ୍ ୧ରେ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ । ୨୦୦୯ରେ ମୌସୁମୀ ସଅଳ ଆସିଥିଲା ଏବଂ ମେ ୨୩ ତାରିଖରେ ଛୁଇଁଥିଲା କେରଳ ।
What's Your Reaction?






