କୋର୍ବା-ବିଶାଖପାଟଣା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Aug 4, 2024 - 13:08
 0  3
କୋର୍ବା-ବିଶାଖପାଟଣା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

 ତିରୁପତି ଅଭିମୁଖେ ଯାତ୍ରା କରୁଥିବା କୋର୍ବା-ବିଶାଖପାଟଣା ଏକ୍ସପ୍ରେସର ୩ଟି ଶୀତତାପନିୟନ୍ତ୍ରିତ କୋଚରେ ଘଟିଛି ଅଗ୍ନିକାଣ୍ଡ। ବିଶାଖପାଟଣା ରେଳ ଷ୍ଟେସନରେ ରେଳ ପହଞ୍ଚିବା ମାତ୍ରେ ଘଟିଥିଲା ଅଗ୍ନିକାଣ୍ଡ। ପ୍ରଥମ ଏ-୧ କୋଚରୁ ନିଆଁ ବାହାରି ଅନ୍ଯ ବଗିକୁ ବ୍ଯାପିଯାଇଥିଲା। ପରେ ପରେ ଅନ୍ଯ ତିନି ବଗିକୁ ବ୍ଯାପିଥିଲା ନିଆଁ । ଘଟଣାସ୍ଥଳରେ ଜାରି ରହିଛି ନିଆଁଲିଭା କାର୍ଯ୍ୟ। ସମସ୍ତ ଯାତ୍ରୀଙ୍କୁ କରାଯାଇଛି ସୁରକ୍ଷିତ ଉଦ୍ଧାର । କୋରାବରୁ ତିରୁମାଲା ଯାଇଥାନ୍ତା ଏକ୍ସପ୍ରେସ ରେଳ

What's Your Reaction?

like

dislike

love

funny

angry

sad

wow