ଖୋଲିଲା ୪୬ ମିଶ୍ରଣ ସ୍କୁଲ
Out of the schools that were closed due to merging in the state, 46 merged schools have now reopened. Four more schools are expected to reopen soon. Among the reopened 46 schools, Dhenkanal district has the highest number with 22, followed by Deogarh with 10, Bargarh with 7, Jajpur with 4, and Khordha with 3 schools. A total of 7,751 schools had received approval for merging, out of which 5,630 have already been merged. A notification regarding this has been issued by the School and Mass Education Department.
ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ଖୋଲିଲା ୪୬ଟି ମିଶ୍ରଣ ସ୍କୁଲ। ଆଗକୁ ଖୋଲିବାକୁ ଯାଉଛି ଆଉ ୪ଟି ସ୍କୁଲ। ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ ଦେଓଗଡ଼ରେ ୧୦ ଟି, ବରଗଡ଼ ରେ ୭ ଟି , ଯାଜପୁରରେ ୪ ଟି ଏବଂ ଖୋର୍ଦ୍ଧା ରେ ରହିଛି ୩ଟି ସ୍କୁଲ । ୭ ହଜାର ୭୫୧ଟି ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ ୫ ହଜାର ୬୩୦ ସ୍କୁଲ ହୋଇଛି ମିଶ୍ରଣ । ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
What's Your Reaction?