ଘୁଞ୍ଚିଲା ଚିନ୍ମୟ କ୍ରିଷ୍ଣାଙ୍କ ଜାମିନ ଆବେଦନ ଶୁଣାଣୀ

Dec 3, 2024 - 17:58
 0  1
ଘୁଞ୍ଚିଲା ଚିନ୍ମୟ କ୍ରିଷ୍ଣାଙ୍କ ଜାମିନ ଆବେଦନ ଶୁଣାଣୀ

ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ କରାଯାଇଥିଲା ଗିରଫ । ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଆସିଛି ଅଭିଯୋଗ । ଚିନ୍ମୟ ଦାସଙ୍କ ଓକିଲ ଆକ୍ରମଣର ଶିକାର ହେବା‌ ପରେ ଏବେ ସାଧୁଙ୍କ ପାଇଁ ଲଢ଼ିବାକୁ ବାଂଲାଦେଶରେ ନାହାନ୍ତି କେହି ବି ଓକିଲ। ଏହିକାରଣରୁ  ଆସନ୍ତା ମାସକୁ ଘୁଞ୍ଚାଇ ଦିଆଯାଇଛି ତାଙ୍କ ଜାମିନ ଶୁଣାଣି।  ଫଳରେ ୨୦୨୫ ମସିହା ଜାନୁଆରି ୨ ତାରିଖକୁ ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି ଅଦାଲତ।

 

What's Your Reaction?

like

dislike

love

funny

angry

sad

wow