ଚୀନେର କରୋନାର ନୂଆ ପ୍ରଜାତି ଠାବ

Feb 22, 2025 - 12:25
 0  2
ଚୀନେର କରୋନାର ନୂଆ ପ୍ରଜାତି ଠାବ

ଚୀନର ଉହାନ ସହରରେ ଏକ ନୂଆ ଭୂତାଣୁ ହୋଇଛି ଆବିଷ୍କୃତ , ଯାହା କୋଭିଡ-19 ପରି ହୋଇପାରେ ବିପଜ୍ଜନକ । ଏହି ନୂଆ ଭୁତାଣୁର ନାଁ ଏଚକେୟୁ-୫ କୋଭ୍-୨ । ତେବେ ବାଦୁଡ଼ି ଶରୀରରେ ବର୍ତ୍ତମାନ ଏହି ଭୂତାଣୁ ମିଳିଥିବାବେଳେ ଏହା ମଣିଷକୁ ମଧ୍ଯ କରିପାରେ ସଂକ୍ରମିତ । ଏନେଇ ସମସ୍ତଙ୍କୁ ସତର୍କ କରିଛନ୍ତି  ବିଶ୍ୱ ବୈଜ୍ଞାନିକଗଣ। ଏହି ନୂଆ ଭୁତାଣୁକୁ ଠାବ କରିଛନ୍ତି ଚାଇନାର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀ।

What's Your Reaction?

like

dislike

love

funny

angry

sad

wow