ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି

ଜୟା ଢ଼ାବା ନିକଟରେ  ୧୬୩ ଧାରା ଜାରି

ମଟନ୍ ନାଁରେ ଗୋମାଂସ କାରବାର ପ୍ରସଙ୍ଗରେ ପୁରୀ ସାକ୍ଷୀଗୋପାଳର ଜୟା ଢ଼ାବାଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ୧୬୩ ଧାରା ଜାରି କଲା ପ୍ରଶାସନ। ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ ୪ ଜଣରୁ ଅଧିକ ଲୋକେ ।  ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ପୋଲିସ ।  ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି ହିନ୍ଦୁ ସେନା ।