ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Jun 1, 2024 - 13:20
 0  7
ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ ‘ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ଓ ‘ଆରିଏନ୍ସ’ ପୁସ୍ତକ କିଣିଲେ ଦୁଇ ପୁସ୍ତକ କିଣି ୨ ହଜାର ୫୦୦ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ


ବହି କିଣିବା ପରେ ଛୋଟ ଝିଅ ସହ ସେଲ୍‌ଫି ନେଲେ ପ୍ରଚାର ପରେ ରିଲାକ୍ସ ହେବାକୁ ବହି କିଣିଲି: ନବୀନ

What's Your Reaction?

like

dislike

love

funny

angry

sad

wow