ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା,ସିଂହଦ୍ଵାର ଥାନାରେ ରୁଜୁ ହେଲା ମାମଲା

A case has been registered at Singhadwar Police Station regarding the incident of a drone flying over the Puri Srimandir (Jagannath Temple). Speaking on the matter, Puri SP Vineet Agrawal said that police have begun an investigation. The probe will look into when and who uploaded the drone footage to social media. It will also be investigated whether any Chunara Sevayat (a category of temple servitor) was involved in filming the video. The SP clearly stated that flying a drone over the Srimandir is completely illegal.

Jun 1, 2025 - 17:42
 0  5
ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା,ସିଂହଦ୍ଵାର ଥାନାରେ ରୁଜୁ ହେଲା ମାମଲା

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ରୁଜୁ ହୋଇଛି ଏକ ମାମଲା । ଏ ନେଇ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ  କହିଛନ୍ତି ଯେ, ତଦନ୍ତ ଆରମ୍ଭ କରିଛି ପୋଲିସ । ସାମାଜିକ ଗଣମାଧ୍ଯମ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଭିଡିଓ କେବେ ଓ କିଏ ଅପଲୋଡ଼ କରିଛି ତା'ର ହେବ ତଦନ୍ତ । ଚୂନରା ସେବାୟତ ଏହି ଭିଡିଓ ଫୁଟେଜ ନେବାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ହେବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି ଏସ୍‌ପି ।

 

What's Your Reaction?

like

dislike

love

funny

angry

sad

wow