ବଢିଲା ଓମଫେଡ୍ କ୍ଷୀର ଦର

The price of OMFED milk has been increased by ₹2 per litre. As a result, the price per litre has gone up from ₹52 to ₹54. Additionally, the state government will pay dairy farmers ₹3 more per litre. For bulk consumers, the price has increased by ₹4 per litre, of which ₹2 will be borne by the state government. In case a farmer dies due to an accident, the state government will provide compensation of ₹1 lakh.

Jun 1, 2025 - 17:45
 0  4
ବଢିଲା ଓମଫେଡ୍ କ୍ଷୀର ଦର

ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲା ଓମଫେଡ୍ କ୍ଷୀର। ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ହେଲା ୫୪ ଟଙ୍କା। ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର  ।  ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର ।ଦୁର୍ଘଟଣା ଜନିତ କାରଣରୁ କୃଷକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର  ଦେବେ  ଏକ ଲକ୍ଷ ଟଙ୍କା କ୍ଷତିପୂରଣ।

What's Your Reaction?

like

dislike

love

funny

angry

sad

wow