ବର୍ଷା ପରେ ବଢିବ ଶୀତ
ବାତ୍ୟା 'ଫେଙ୍ଗାଲ' ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ମେଘୁଆ ରହିଛି ପାଗ।ଆଜି ସକାଳୁ ରାଜଧାନୀ ଭୂବନେଶ୍ୱରରେ ମଧ୍ଯ ହୋଇଥିଲା ଝିପିଝିପି ବର୍ଷା। ବର୍ଷା ଛାଡିଲେ ବଢିପାରେ ଶୀତର ପରିମାଣ।ତେବେ ଆସନ୍ତା ୪ ତାରିଖ ଯାଏଁ ମେଘୁଆ ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର।ଅନ୍ୟପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା କରାଯାଇଛି ଆକଳନ ।
What's Your Reaction?