ଭଦ୍ରକରୁ ହଟିଲା କଟକଣା

ଭଦ୍ରକରୁ ହଟିଲା କଟକଣା। ଧାମନଗର ଏନଏସି,ଧୋବଲ ସହ ଆଖପାଖ ଅଞ୍ଚଳରୁ ହଟିଲା ୧୬୩ ଧାରା। ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ। ଗତ ମାସ ୨୭ ତାରିଖରୁ ଏ ସ୍ଥାନରେ ୧୬୩ ଧାରା ରହିଥିଲା ଜାରି । ଏବେ ସ୍ଥିତି ସ୍ୱାଭାବିକ ହେବାରୁ କୋହଳ କରାଯାଇଛି କଟକଣା ।
What's Your Reaction?






