ଭାରତକୁ ପ୍ରତ୍ୟାର୍ପଣ କରିବ ତହବୁର ରାଣା।

Mar 7, 2025 - 13:40
 0  2
ଭାରତକୁ ପ୍ରତ୍ୟାର୍ପଣ କରିବ ତହବୁର ରାଣା।

ଭାରତକୁ ପ୍ରତ୍ୟାର୍ପଣ କରିବ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା। କାରଣ ଆମେରିକା ସର୍ବୋଚ୍ଚଅଦାଲତରେ ତହବୁର କରିଥିବା ଆବେଦନ ଖାରଜ ହେବା ପରେ ହଟିଛି ତହବୁର ରାଣାକୁ ଭାରତ ଆଣିବା ଉପରେ ଥିବା ପ୍ରତିବନ୍ଧକ।ମାତ୍ର ତହବ୍ବୁର ରାଣାର ଆଇନଜୀବୀ ଆମେରିକା ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଜନ୍ ରବର୍ଟସଙ୍କ ନିକଟରେ ଭାରତ ପ୍ରତ୍ୟାର୍ପଣ ଉପରେ ରୋକ୍ ଲଗାଇବାକୁ କରିଛନ୍ତି ଅପିଲ୍।

What's Your Reaction?

like

dislike

love

funny

angry

sad

wow