ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

A direct flight service from Bhubaneswar to Abu Dhabi has been launched. This marks the beginning of an independent international flight service for travelers from Odisha to the UAE. The service was officially inaugurated today at Bhubaneswar International Airport by Chief Minister Mohan Charan Majhi.

Jun 12, 2025 - 12:59
 0  2
ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ। ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ସଂଯୁକ୍ତ ଆରବ ଏମିରେଟ୍ସ ସହ ସିଧାସଳଖ ବିମାନ ସେବା ଯୋଡ଼ି ହେବା ପରେ ଏବେଯୋଗାଯୋଗ ସ୍ଥାପନ ସହ  ବ୍ୟବସାୟିକ ସମ୍ପର୍କର ବଢ଼ିଛି ଆଶା ।

What's Your Reaction?

like

dislike

love

funny

angry

sad

wow