ବର୍ଷାରେ ଭିଜିବ ରଜ
Rain is expected to drench the Raja festival. Starting today, temperatures will drop and the humidity will decrease. The India Meteorological Department forecasts rainfall across the state for the next 7 days. Day temperatures are expected to fall by 2 to 3 degrees starting today due to the return of monsoon rains. Heavy monsoon rainfall is likely to occur in several districts after June 14, as per predictions by the regional meteorological center.

ବର୍ଷାରେ ଭିଜିବ ରଜ।ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି। ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା I ଦିନର ତାପମାତ୍ରା ଆଜିଠୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। କାରଣ ରାଜ୍ୟକୁ ପୁଣି ଫେରୁଛି ମୌସୁମି ଜନିତ ବର୍ଷା I ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ରI
What's Your Reaction?






