ଭୟଙ୍କର ଦୁର୍ଘଟଣା; ୬ ଜୀବନ୍ତ ଦଗ୍ଧ

Dec 20, 2024 - 12:28
 0  5
ଭୟଙ୍କର ଦୁର୍ଘଟଣା; ୬ ଜୀବନ୍ତ ଦଗ୍ଧ

ରାଜସ୍ଥାନ ଜୟପୁର ଅଧୀନ ଭାନ୍‌କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ ।ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ହୋଇଛି ବିସ୍ଫୋରଣ । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧହୋଇଯାଇଥିବା ବେଳେ ଗୁରୁତର ହୋଇ ହାସାପାତାଳରେ ଭର୍ତ୍ତି ହୋଇଛନ୍ତି ୩୦ରୁ ଅଧିକ ଲୋକ।ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ସେହିପରି ବିସ୍ଫୋରଣ ଯୋଗୁଁ ପାଖରେ ଥିବା ଏକ ଗାଡ଼ି ଗୋଦାମରେ ମଧ୍ଯ ନିଆଁ ଲାଗି ଜଳିଯାଇଛି ୪୦ରୁ ଅଧିକ ଗାଡ଼ି।

What's Your Reaction?

like

dislike

love

funny

angry

sad

wow