ଭୁବନେଶ୍ୱରରେ ବଢିଛି ମାମଲା

Dec 20, 2024 - 13:02
 0  8
ଭୁବନେଶ୍ୱରରେ ବଢିଛି ମାମଲା

୨୦୨୩ ତୁଳନାରେ ୨୦୨୪ରେ ଭୁବନେଶ୍ୱରରେ ବଢିଛି ମାମଲା। ଗତବର୍ଷ ୨୦୨୩ ରେ ବିଭିନ୍ନ ଥାନାରେ ରୁଜୁ କରାଯାଇଥିଲା ୧୭ ହଜାର ୬୭୫ ମାମଲା। ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି ମାମଲା ରୁଜୁ ହୋଇଛି। କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ବଢିଛି ଭୁବନେଶ୍ୱରରେ ମାମଲା । ଗତବର୍ଷ ନଭେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱରରେ ୧୦ ହଜାର ୮୭୩ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା  ରୁଜୁ କରାଯାଇଛି ୧୩ ହଜାର ୪ ଶହ ୧୧ ମାମଲା।ସବୁଠୁ ଅଧିକ ଲୁଟ କରିଛନ୍ତି ସାଇବର ଅପରାଧୀ। ଅନ୍ୟପଟେ ଗତବର୍ଷ ଅପେକ୍ଷା ଦ୍ୱୈତ୍ବନଗରୀରେ ହତ୍ୟା ଏବଂ ବଳାତ୍କାର କମିଥିବା କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

What's Your Reaction?

like

dislike

love

funny

angry

sad

wow