ବିହାରର ନୱାଡା ଠାରେ ଉଗ୍ର ହେଉଛି ଜମି ବିବାଦ

Sep 19, 2024 - 12:28
 0  1
ବିହାରର ନୱାଡା ଠାରେ ଉଗ୍ର ହେଉଛି ଜମି ବିବାଦ

ବିହାରର ନୱାଡା ଠାରେ ଉଗ୍ର ହେଉଛି ଜମି ବିବାଦ। ୮୦ଟି ଦଳିତ ପରିବାରଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ପହଁଚି ସ୍ଥିତି ଉପରେ ନଜର ରଖିଛି ପୋଲିସ ପ୍ରଶାସନ। ଲୋକଙ୍କୁ ବୁଝାସୁଝା କରୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଁଚି ଅଗ୍ନିକାଣ୍ଡକୁ କରିଥିଲେ ନିୟନ୍ତ୍ରଣ ।ବର୍ତ୍ତମାନ ପର୍ୟ୍ୟନ୍ତ କ୍ଷୟକ୍ଷତି ନେଇ ଆସିନାହିଁ କୌଣସି ରିପୋର୍ଟ । 

What's Your Reaction?

like

dislike

love

funny

angry

sad

wow