ମନୀଷ ସିସୋଡିଆଙ୍କୁ ସର୍ବୋଚ୍ଚଅଦାଲତରୁ ବଡ ଝଟ୍କା

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କାରାଗାରରେ ଥିବା ଆମ ଆଦ୍ମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ସର୍ବୋଚ୍ଚଅଦାଲତରୁ ଲାଗିଛି ବଡ ଝଟ୍କା । ପ୍ରଥମେ ସର୍ବୋଚ୍ଚଅଦାଲତରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ପର୍ଯ୍ୟନ୍ତ କରାଯାଇଛି ବୃଦ୍ଧି । ଆଭାସି ବ୍ୟବସ୍ଥା ମାଧ୍ୟମରେ ମାଧ୍ୟମରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଅଦାଲତରେ ହୋଇଥିଲେ ହାଜର । ଜୁଲାଇ ୨୨ରେ ରାଉସ ଆଭେନ୍ୟୁ ଆଭେନ୍ୟୁ ଅଦାଲତରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।
What's Your Reaction?






