ମାଲକାନଗିରି କାଲିମେଳାରେ ଡାକ୍ତରଙ୍କୁ ଅପହରଣ ଅଭିଯୋଗ

Jun 2, 2024 - 17:02
 0  3
ମାଲକାନଗିରି କାଲିମେଳାରେ ଡାକ୍ତରଙ୍କୁ ଅପହରଣ ଅଭିଯୋଗ

ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଅପହରଣ  । ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଅପହରଣ କରି ନିଆଯାଇଥିବା ମିଳିଛି ସୂଚନା  । କାଳିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ ଅମ୍ଲାନ ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅମ୍ଲାନ କୁମାରଙ୍କୁ ଅପହରଣ କରି ନିଆଯାଇଥିବା ବେଳେ ମାଓବାଦୀଙ୍କ ନାଁରେ ଚିଠି ଛଡାଯାଇଛି । ତେଣୁ ଡାକ୍ତର ଅମ୍ଲାନଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିବା କୁହାଯାଉଛି ।  ଅପହରଣ ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତନାଘନା  ।

What's Your Reaction?

like

dislike

love

funny

angry

sad

wow