ମୁଖ୍ୟମନ୍ତ୍ରୀଙ୍କ ନୂଆ ପଦକ୍ଷେପ: ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଶୁଣିବେ ଲୋକଙ୍କ ଅଭିଯୋଗ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଡ ପଦକ୍ଷେପ । ପ୍ରତିଦିନ ୨ ଘଣ୍ଟା ପାଇଁ ଶୁଣିବେ ଲୋକଙ୍କ ଅଭିଯୋଗ । ଆଜିଠାରୁ ଆରମ୍ଭ ହେବ ଏହି ଅଭିଯୋଗ ଶୁଣାଣୀ। ଭୁବନେଶ୍ୱରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ନେବେ ପଦକ୍ଷେପ।
What's Your Reaction?