ଯାଜପୁରରେ ଅଣାୟତ ହେଉଛି ଝାଡ଼ାବାନ୍ତି

In a bold move, the Chinese government is openly encouraging its citizens to prioritize childbirth over careers. With declining birth rates causing concern, China is now offering a range of incentives to promote marriage and childbearing. In several regions, marriage leave has been increased from 3 to up to 30 days. For instance, Sichuan province—China’s most populous—has extended marriage leave from 3 to 20 days. If citizens undergo medical check-ups before marriage, they can receive 5 additional paid leave days, totaling 25. Similarly, Shandong province has increased leave to 18 days, while provinces like Shaanxi and Gansu have pushed it up to 30 days. Currently, the standard central-level marriage leave in China remains at just 3 days, a rule in place since 1980.

Jun 11, 2025 - 14:51
 0  3
ଯାଜପୁରରେ ଅଣାୟତ ହେଉଛି ଝାଡ଼ାବାନ୍ତି

ଯାଜପୁରରେ ଅଣାୟତ ହେଉଛି ଝାଡ଼ାବାନ୍ତି।ଦାନଗଦି, ସୁକିନ୍ଦା, କୋରେଇ, ଧର୍ମଶାଳା, ବ୍ୟାସନଗର ଆଦି ଅଞ୍ଚଳରୁ ଝାଡିବାନ୍ତିରେ ପୀଡ଼ିତ ହୋଇ ୫୦୦ରୁ ଅଧିକ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ହେଲେଣି ଭର୍ତ୍ତି ।ଡାଇରିଆରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ଯ ମିଳିଛି ସୂଚନା। ରୋଗୀଙ୍କ ସଂଖା ଆହୁରି ବଢିବାର ରହିଛି ଆଶଙ୍କା । ହାସପାତାଳରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ  । କ’ଣ ପାଇଁ ଏଭଳି ଏତେ ସଂଖ୍ୟକ ଲୋକେ ଆକ୍ରାନ୍ତ ହୋଇଛନ୍ତି ତା’ର କାରଣ ଜାଣିବାକୁ ଗଠନ କରାଯାଇଛି ଏକ ଦଳ ।

What's Your Reaction?

like

dislike

love

funny

angry

sad

wow