ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

Jun 9, 2024 - 12:48
 0  6
ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଏନେଇ ସେ ସାମାଜିକ ଗଣମାଧ୍ୟମରେ କରିଛନ୍ତି ଘୋଷଣା। ଗତକାଲି ନବୀନ ପଟ୍ଟନାୟକଙ୍କୁ ଭେଟି ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ଜଣାଇଥିଲେ କୃତଜ୍ଞତା। ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସମାଜସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ।

What's Your Reaction?

like

dislike

love

funny

angry

sad

wow