ଶିଖ୍‌ ଦଙ୍ଗା ଘଟଣା: ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

Feb 12, 2025 - 15:51
 0  2
ଶିଖ୍‌ ଦଙ୍ଗା ଘଟଣା: ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

୧୯୮୪ ଶୀଖ୍ ବିରୋଧୀ ଦଙ୍ଗା ଓ ହତ୍ୟା ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସର ପୂର୍ବ ସାଂସଦ ସଜ୍ଜନ କୁମାର।ତାଙ୍କୁ ଦୋଷୀ ସାବ୍ୟସ୍ତ   କରିଛନ୍ତି ଦିଲ୍ଲୀ ରାଓଜ ଏଭିନ୍ୟୁ ଅଦାଲତ। ଏନେଇ ଆସନ୍ତା ୧୮ ତାରିଖରେ ହେବ ଦଣ୍ଡବିଧାନ ଶୁଣାଣି। ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ବତୀ ବିହାରରେ ଯଶଓ୍ବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ କରାଯାଇଥିଲା ।ମୃତକ ଦୁଇ ବାପା-ପୁଅ ଥିଲେ ସିଖ୍‌  । ବାପ-ପୁଅଙ୍କ ଏକ ଘର ଭିତରେ ଜିଅନ୍ତା ପୋଡି ମାରିଦେଇଥିଲେ ଆକ୍ରମଣକାରୀ ଦଳ। ଯାହାର ନେତୃତ୍ୱ ସଜ୍ଜନ କୁମାର ନେଉଥିଲେ ବୋଲି ହୋଇଥିଲା  ଅଭିଯୋଗ ।

What's Your Reaction?

like

dislike

love

funny

angry

sad

wow