ଶେଷରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

Finally, former US President Donald Trump has received the Nobel Peace Prize. Venezuela’s opposition leader and Nobel Peace Prize laureate María Corina Machado met Trump at the White House on Thursday and presented her Nobel medal to him. Machado stated that she gifted the medal as a mark of respect for Trump’s exceptional commitment to Venezuela’s freedom. She described the gesture as a symbol of friendship between the two nations and their shared struggle for liberty. However, the move has sparked intense debate on social media, with María Corina Machado facing heavy criticism for handing over her Nobel medal to Trump.

Jan 16, 2026 - 18:38
 0  3
ଶେଷରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଶେଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ।ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟି  ପ୍ରଦାନ କରିଛନ୍ତି ନିଜର ନୋବେଲ ପଦକ। ଭେନେଜୁଏଲାର ସ୍ୱାଧୀନତା ପ୍ରତି ଟ୍ରମ୍ପଙ୍କ ଅଦ୍ୱିତୀୟ ପ୍ରତିବଦ୍ଧତାର ସମ୍ମାନ ସ୍ୱରୂପ ଏହି ପଦକ ଉପହାର ଦେଇଥିବା ପ୍ରକାଶ କରିଛନ୍ତି ମାରିଆ । ଏହାକୁ ସେ ଦୁଇ ଦେଶର ବନ୍ଧୁତ୍ୱ ଓ ମୁକ୍ତି ସଂଗ୍ରାମର ପ୍ରତୀକ ବୋଲି କରିଛନ୍ତି ଅଭିହିତ ।ତେବେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କବିତର୍କ ଚାଲିଥିବାବେଳେ ମାଚାଡୋଙ୍କୁ ଏଥିପାଇଁ କରାଯାଉଛି ଖୁବ୍‌ ସମାଲୋଚନା।

What's Your Reaction?

like

dislike

love

funny

angry

sad

wow