ସାମାନ୍ୟ କମିଲା ସୁନାଦର
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୬ ହଜାର ୧୫୦ ଟଙ୍କା।ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨,୧୬୦ ହୋଇଛି।ଅନ୍ୟ ପଟେ କେଜି ପ୍ରତି ୯୦,୦୦୦ ଟଙ୍କା ହୋଇଛି ରୂପା ଦର।
Jangyaseni Parida