ସାମାନ୍ୟ ହ୍ରାସ ପାଇଛି ସୁନା ଦର

Jul 31, 2024 - 17:49
 0  2
ସାମାନ୍ୟ ହ୍ରାସ ପାଇଛି ସୁନା ଦର

ଗତକାଲି ଅର୍ଥାତ ମଙ୍ଗଳବାର ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୧୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ରହିଛି  ୬୮,୯୪୦ ଟଙ୍କା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ ସୁନା ଦର ଏବେ ୬୩,୧୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି  ୬୮,୯୪୦ ଟଙ୍କା ରହିଛି । ଅନ୍ୟପଟେ କେଜି ପ୍ରତି ୮୪,୪୦୦ ଟଙ୍କା ରହିଛି ରୂପା ମୂଲ୍ୟ ।

What's Your Reaction?

like

dislike

love

funny

angry

sad

wow