ସିରିଆ ଉପରେ ଇସ୍ରାଏଲର ବଡ ଆକ୍ରମଣ

Sep 10, 2024 - 15:42
 0  5
ସିରିଆ ଉପରେ ଇସ୍ରାଏଲର ବଡ ଆକ୍ରମଣ

ସିରିଆ ଉପରେ ଇସ୍ରାଏଲର ବଡ ଆକ୍ରମଣ ।କେନ୍ଦ୍ରୀୟ ସିରିଆ ଉପରେ ଅତର୍କିତ କ୍ଷେପଣାସ୍ତ୍ର ମାଡ଼ରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ୫୦ରୁ ଅଧିକ ଲୋକ । ସିରିଆର ଷ୍ଟେଟ୍‌ ମିଡିଆ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସିରିଆର ବାୟୁସେନା କେନ୍ଦ୍ରୀୟ ଅଞ୍ଚଳର ଅନେକ ପଏଣ୍ଟକୁ ନିଶାଣ କରି ଆକ୍ରମଣ କରିଥିଲା  ଇସ୍ରାଏଲ। ଏହି କାରଣରୁ ହାମା ପ୍ରଦେଶର ଏକ ରାଜପଥ ନଷ୍ଟ ହୋଇଯାଇଥିବାବେଳେ ଅନେକ ଅଞ୍ଚଳରେ ଘଟିଛି ଅଗ୍ନିକାଣ୍ଡ।  ବର୍ତ୍ତମାନ ଯାଏଁ ଇସ୍ରାଏଲ ସେନା ପକ୍ଷରୁ ପ୍ରକାଶ ପାଇନାହିଁ କୌଣସି ତତ୍ପରତା।

What's Your Reaction?

like

dislike

love

funny

angry

sad

wow