ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣା

Dec 8, 2024 - 15:02
 0  18
ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣା

ସିରିଆ ଗୃହଯୁଦ୍ଧ ମଧ୍ୟରେ ଆସିଛି ବଡ ଖବର। ସିରିଆ ରାଷ୍ଟ୍ରପତି ବସର ଅଲ ଅସଦଙ୍କ ବିମାନଟି ହୋଇଛି ଦୁର୍ଘଟଣା ଗ୍ରସ୍ତ। ସୂଚନା ଅନୁସାରେ, ତାଙ୍କ ବିମାନଟି ଆକାଶଠାରୁ ୫୦୦ ମିଟର ଦୂରତାରେ ହୋଇଥିଲା ଦୁର୍ଘଟଣା  । ତେବେ ରାଜଧାନୀ ଦାମସ୍‌କସକୁ ବିଦ୍ରୋହୀ ମାନେ କବ୍‌ଜାକୁ ନେବା ପରେ ଭୟରେ ବସର ଅଲ୍ ଅସଦ୍ ପରିବାର ସହ ଦେଶ ଛାଡି ପଳାୟନ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ମିଳିଛି ସୂଚନା। ଏହି ବିମାନ ଦୁର୍ଘଟଣା ପଛରେ ବିଦ୍ରୋହୀ ମାନଙ୍କ ହାତ ଥିବା କରାଯାଉଛି ସନ୍ଦେହ । 

What's Your Reaction?

like

dislike

love

funny

angry

sad

wow