ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

Feb 19, 2026 - 12:52
 0  0
ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ମନୋନୀତ କରିଛନ୍ତି ଦଳ ମୂଖ୍ୟ ନବୀନ ପଟ୍ଟନାୟକ । ଯାହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଛି ଖୁସିର ଲହରି । ଦଳୀୟ ନେତା କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ନବ ନିଯୁକ୍ତ ଟାଉନ ପ୍ରେସିଡେଣ୍ଟ ପାଢ଼ୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ପାଢ଼ୀଙ୍କର ନେତୃତ୍ୱରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନ ସୃଦୃଢ଼ ହେବ ବୋଲି ଆଶାବାଦୀ ଅଛନ୍ତି ଦଳୀୟ ନେତୃବୃନ୍ଦ। 

What's Your Reaction?

like

dislike

love

funny

angry

sad

wow