ହେଜବୁଲ୍ଲା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୪୯୨ ମୃତ

Sep 24, 2024 - 12:24
 0  2
ହେଜବୁଲ୍ଲା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍,  ୪୯୨ ମୃତ

ଲେବାନନର ହିଜବୁଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌ । ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ ପ୍ରାୟ ୪୯୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୫୦୦ରୁ ଅଧିକ। ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଅଛନ୍ତି ୩୫ଜଣ ଛୋଟ ପିଲା ଏବଂ ୩୯  ଜଣ ମହିଳା ।   ସେପଟେ ଏହି ଘଟଣାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଦକ୍ଷିଣ  ଲେବାନନ୍‌ରେ ଲୋକଙ୍କ ସହାୟତା ପାଇଁ ଅପିଲ୍‌ କରିଛି ଜାତିସଂଘ । 

What's Your Reaction?

like

dislike

love

funny

angry

sad

wow