ମହଙ୍ଗା ହେଲା ପିଆଜ ଦର

Sep 24, 2024 - 12:25
 0  2
ମହଙ୍ଗା ହେଲା ପିଆଜ ଦର

 ଆଳୁ ପରେ ମହଙ୍ଗା ହେଲାଣି ପିଆଜ ଦର। ରାଜଧାନୀ ଭୂବନେଶ୍ୱରରେ ପିଆଜ କିଲୋ ପିଛା ୬୦ ରୁ ୬୫ ଟଙ୍କାରେ ହେଉଛି ବିକ୍ରି  । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ । ସେପଟେ ପ୍ରତିବର୍ଷ ଏହି ସମୟରେ ଦରବୃଦ୍ଧି ହୋଇଥାଏ ବୋଲି କହିଛନ୍ତି ବ୍ୟବସାୟୀ  ।କାରଣ ନୂଆ ପିଆଜ ଆସିବା ସମୟ ହୋଇଗଲାଣି। ତେଣୁ ବୃଦ୍ଧି ପାଉଛି ପୁରୁଣା ପିଆଜର ଦର।

What's Your Reaction?

like

dislike

love

funny

angry

sad

wow