ସେୟାର ବଜାରରେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

Sep 24, 2024 - 12:29
 0  2
ସେୟାର ବଜାରରେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

ପାର୍ବଣ ପୂର୍ବରୁ ସେୟାର ବଜାରରେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ସେନସେକ୍ସ ୮୫ ହଜାର ପାର କରିଥିବାବେଳେ ୨୬ ହଜାର ପଏଣ୍ଟ ସୂଚକାଙ୍କ ସହ ଉପରମୁହାଁ ହୋଇଛି ନିଫଟି।ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ ଦେଖିବାକୁ ମିଳି ବମ୍ପର ଉତ୍ସାହଛି। ୮୪ ହଜାର ୭୮୭ ପଏଣ୍ଟରୁ ଆରମ୍ଭ ହୋଇଥିଲା କାରବାର। ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ।

What's Your Reaction?

like

dislike

love

funny

angry

sad

wow