ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ବଡ଼ ଝଟକା
ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ବଡ଼ ଝଟକା। ପୱନ ଖେଡ଼ାଙ୍କ ଅନ୍ତରୀଣ ଜାମିନ୍ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚଅଦାଲତ । ଆସାମ ସରକାରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ତେଲେଙ୍ଗାନା ଉଚ୍ଚନ୍ୟାୟାଳୟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚଅଦାଲତ । ପୱନ ଖେଡ଼ାଙ୍କୁ ଆସାମ ନ୍ୟାୟାଳୟ ଯିବାକୁ ସର୍ବୋଚ୍ଚଅଦାଲତ ନିର୍ଦ୍ଦେଶ ଦେବା ସହିତ ତାଙ୍କୁ ଜାରି କରାଯାଇଛି ନୋଟିସ୍ । ୩ ସପ୍ତାହରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚଅଦାଲତ ।
What's Your Reaction?