ରାଘବ ଚଡ୍ଡାଙ୍କୁ "Z+" ସିକ୍ୟୁରିଟି ଦେବେନି ପଞ୍ଜାବ ସରକାର

Apr 15, 2026 - 16:33
 0  1
ରାଘବ ଚଡ୍ଡାଙ୍କୁ "Z+" ସିକ୍ୟୁରିଟି ଦେବେନି ପଞ୍ଜାବ ସରକାର

ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି ପଞ୍ଜାବର ଆମ ଆଦମୀ ପାର୍ଟି ସରକାର , ଯାହା ପରେ  ତାଙ୍କୁ ‘Z’ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ରାଘବ ଚଢାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ ‘Z’ ବର୍ଗର ସୁରକ୍ଷା କଭର ମିଳିବ, ଯେତେବେଳେ ଅନ୍ୟ ସ୍ଥାନ ପାଇଁ  ଯୋଗାଇ ଦିଆଯିବ ‘Y+’ ବର୍ଗର ସୁରକ୍ଷା। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଦାଖଲ ହୋଇଥିବା ବିପଦ ଅନୁଭବ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ ।

What's Your Reaction?

like

dislike

love

funny

angry

sad

wow