ୟୁଜିସି ନେଟ ପରୀକ୍ଷା ରଦ୍ଦ

Jun 20, 2024 - 12:22
 0  3
ୟୁଜିସି ନେଟ ପରୀକ୍ଷା ରଦ୍ଦ

ନିଟ୍ ବିବାଦ ଭିତରେ ୟୁଜିସି-ନେଟ୍ ପରୀକ୍ଷାକୁ ନେଇ ଆସିଲା ସମାନ ଅଭିଯୋଗ । ଏଥିପାଇଁ ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାର ସ୍ବଚ୍ଛତା ଉପରେ ସର୍ବଦା ଗୁରୁତ୍ବ ପ୍ରଦାନ କରୁଛନ୍ତି ସରକାର । ବର୍ତମାନ  ପୁଣି ହେବ ଏହି ପରୀକ୍ଷା। ଏ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ  । ପରୀକ୍ଷା ଅନିୟମିତତାର ତଦନ୍ତ କରିବ ସିବିଆଇ । ନ୍ୟାସନାଲ ଟେକ୍ସଟିଙ୍ଗ ଏଜେନ୍ସି, ଏନଟିଏ ଦ୍ୱାରା ହୋଇଥାଏ ଏହି ପରୀକ୍ଷାର ଆୟୋଜନ  । ଗତ ମଂଗଳବାର ଦେଶର ବିଭିନ୍ନ ସହରରେ ହୋଇଥିଲା ଏହି ୟୁଜିସି-ନେଟ ପରୀକ୍ଷା ।

What's Your Reaction?

like

dislike

love

funny

angry

sad

wow