୨୨ ତାରିଖ ପର୍ଯ୍ୟନ୍ତ ରହିବ କାଳବୈଶାଖୀ ସ୍ଥିତି

ଦିନରେ ଉପକୂଳରେ ଅସମ୍ଭାଳ ଗୁଳୁଗୁଳି ହେଉଥିବାବେଳେ ଅପରାହ୍ନ ଓ ସନ୍ଧ୍ୟାରେ କିଛି କିଛି ସ୍ଥାନରେ ବର୍ଷା, ପବନ ଆଣୁଛି କାଳବୈଶାଖୀ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ଏପରି କାଳବୈଶାଖୀ ସ୍ଥିତି। ମାତ୍ର କାଳବୈଶାଖୀ ସତ୍ତେ୍ୱ ରାଜ୍ୟରେ ଗରମ ପ୍ରକୋପରୁ ମିଳିବନି ବଡ଼ ଧରଣର ଆଶ୍ୱସ୍ତି ।ଆସନ୍ତା ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ନାହିଁ ସମ୍ଭାବନା ।ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
What's Your Reaction?






